୧ ଏ ମର୍ ବିସ୍ବାସି ବାଇବଇନିମନ୍, ଜନ୍ଲକ୍ମନ୍କେ କି ପର୍ମେସର୍ ତାର୍ ଲକ୍ ବଲି ବାଚ୍ଲା ଆଚେ, । ଆମେ ଜିସୁର୍ ବିସଇ ଅଲପ୍ ବାବିଦେକୁ । କାଇକେବଇଲେ ଜେତ୍କି ସବୁ ବିସଇ ଆମର୍ ବିସ୍ବାସର୍ ଲାଗି ଆଚେ, ତାକେ ସେ ପର୍ମେସର୍ ବଡ୍ ପୁଜାରି ଇସାବେ ପାଟାଇଲା । ୨ ମସା ଜେନ୍ତାରି ପର୍ମେସରର୍ କୁଟୁମେ ସତ୍ ବାବେ କାମ୍ କଲା, ସମାନ୍ ସେନ୍ତାରିସେ, ସେ ମିସା ସତ୍ ବାବେ ପର୍ମେସରର୍ ଆଦେସ୍ ମାନ୍ବାକେ ସତ୍ ସଙ୍ଗ୍ କଲା ଆରି ପର୍ମେସର୍ସେ ତାକେ ବାଚି ପାଟାଇରଇଲା । ୩ ଗର୍ତେଇଅନି ଗର୍ ତିଆର୍କଲା ମେସ୍ତୁରି ଅଦିକ୍ ସନ୍ମାନ୍ ପାଇସି । ସେନ୍ତାରିସେ ଜିସୁ ମସାର୍ଟାନେଅନି ଅଦିକ୍ ବଡ୍ ବଲି ସନ୍ମାନ୍ ମିଲ୍ସି । ୪ କାଇକେବଇଲେ ସବୁ ଗର୍ ମେସ୍ତୁରିସେ ତିଆର୍ କର୍ସି । ମାତର୍ ପର୍ମେସର୍ ସବୁ ବିସଇ ତିଆର୍ କଲାଆଚେ । ୫ ମସା ଗତିଦାଙ୍ଗ୍ଡା ଇସାବେ ପର୍ମେସରର୍ ଗରେ କାମ୍ କର୍ତେରଇଲା, ଆରି ପର୍ମେସର୍ ଜନ୍ଟା ଆଇବା ଦିନ୍ମନ୍କେ ଜାନାଇସି, ସେଟାଆକା ସେ କଇରଇଲା । ୬ ମାତର୍ କିରିସ୍ଟ ଅବ୍କା ଗତିଦାଙ୍ଗ୍ଡାସେ ନ ରଇ ଗଟେକ୍ ପଅ ରଇଲା । ତାର୍ ବାବାର୍ ଗରେ ରଇବା ସବୁ ଦାଇତ୍ ସେ ସତ୍ ବାବେ କଲା । ଆମେ ଜଦି ମୁର୍ଚିରଇକରି ଆସା କଲାଟା ମିଲାଇବୁ ବଲି ଜାଗିରଇଲେ, ତାର୍ କୁଟୁମେ ମିସ୍ବୁ ।
୭ ସୁକଲ୍ ଆତ୍ମା ଜେନ୍ତାର୍ କଇଲାନି,
୯ କାଇକେବଇଲେ ସେ ଜେତ୍କି କରିରଇବା କାବାଅଇଜିବା କାମ୍ମନ୍ ଚାଲିସ୍ ବରସ୍ଜାକ ଦେକ୍ଲେ ମିସା, ସେମନ୍ ତାର୍ ବପୁକେ ପରିକା କରିଲାଗିରଇଲା ।
୧୦ ସେଟାର୍ପାଇ ପର୍ମେସର୍ ସେ ଲକ୍ମନ୍କେ ରିସାଅଇଲା, ଆରି କଇଲା, ସେମନ୍ ବେଗ୍ଲିକରି ବିନ୍ ବିସଇମନ୍ କରିଲାଗିଆଚତ୍ । ମୁଇ ତିଆର୍ଲାଟା କର୍ବାକେ ନିଚ୍ଲାଇନି ।
୧୧ ସେଟାର୍ ପାଇ ମୁଇ ରିସାଅଇ ସପତ୍କରି କଇଲି, ମୁଇ ଜନ୍ଦେସେ ପୁଣ୍ଡ୍ବାକେ ଦେଇତି, ସେ ଦେସେ କେବେ ମିସା ତମ୍କେ ପୁର୍ବାକେ ନ ଦେଇ ।
୧୨ ତେବର୍ ପାଇ ଏ ମର୍ ବିସ୍ବାସି ବାଇବଇନିମନ୍, ଜାଗର୍ତାଅଇ ରୁଆ, ଜେନ୍ତାରିକି ତମର୍ ବିତ୍ରେଅନି କେ ମିସା କାରାପ୍ ମନ୍ ରଇକରି ପର୍ମେସର୍କେ ବିସ୍ବାସ୍ ନ କରା, ଆରି କେ ମିସା ଜିବନ୍ ରଇବା ପର୍ମେସର୍ ଟାନେଅନି ବେଗ୍ଲି ନ ଜା । ୧୩ ତମର୍ ବିତ୍ରେ କେ ମିସା ପାପର୍ଲାଗି ନାଡାଇ ଅଇବାର୍ ନାଇ । ସେଟାର୍ଲାଗି ତମର୍ ମନ୍ ଆଁଟ୍ ଅଇଜାଇସି । ଆମର୍ ଜିଇବାକାଇବା ଦିନ୍ ସାର୍ବାଜାକ ଆମେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଏ ବିସଇ ଜାଗ୍ରତ୍ କରାଇବାର୍ ଆଚେ । ୧୪ କାଇକେବଇଲେ ଆମେ ଜଦି ସାରାସାରି ଦିନ୍ ଜାକ ଆମର୍ ବିସ୍ବାସ୍ ଡାଁଟ୍ ସଙ୍ଗ୍ ଦାରିରଇବୁ, ସେନ୍ତାର୍ଆଲେ ଆମେ ସବୁଲକ୍ କିରିସ୍ଟର୍ ସଙ୍ଗ୍ ବାଗ୍ ନେଇ ମିସିକରି ରଇବୁ ।
୧୫ ଦରମ୍ସାସ୍ତରେ ଏନ୍ତାରି ଲେକା ଅଇଲାଆଚେ
୧୬ ପର୍ମେସରର୍ ବାକିଅ ସୁନିକରି ମିସା ଜେତ୍କି ଲକ୍ ତାକେ ବିରଦ୍ କଲାଇ, ସେ ଲକ୍ମନ୍ କେ ? ଜନ୍ ଲକ୍ମନ୍କେ ମସା ମିସର୍ଦେସେଅନି ବାର୍କରାଇ ଆନିରଇଲା ସେମନ୍ ନ ଅଅତ୍ କି ? ୧୭ ଚାଲିସ୍ ବରସ୍ ଜାକ ପର୍ମେସର୍ କନ୍ ଲକ୍ମନ୍କେ ରିସା ଅଇରଇଲା, ସେମନ୍ କେ ? ଜନ୍ ଲକ୍ମନ୍ କି ପାପ୍ କରିରଇଲାଇ ଆରି ମରୁବାଲି ବୁଏଁ ମରିଜାଇରଇଲାଇ, ସେମନ୍ ନଅତ୍ କି ? ୧୮ ପର୍ମେସର୍ ଜେବେ ସପତ୍କରି କଇରଇଲା ଜେ, ସେମନ୍ ତାର୍ ପୁଣ୍ଡ୍ବାଦେସେ କେବେମିସା ପୁରି ନାପାରତ୍, ସେବେଲେ ସେ କନ୍ ଲକ୍ମନ୍କେ କଇରଇଲା ? ଜନ୍ଲକ୍ମନ୍ ତାର୍ କାତା ନିଚ୍ତେ ରଇଲାଇ ସେମନ୍କେସେ । ୧୯ ଆମେ ଏନ୍ତାରି ଜାନୁ ଜେ, ସେମନ୍ ବିସ୍ବାସ୍ କରତ୍ ନାଇଜେ ପର୍ମେସର୍ ତିଆର୍ କରିରଇବା ପୁଣ୍ଡ୍ବା ଜାଗାଇ ସେମନ୍ ପୁରି ନାପାର୍ଲାଇ ।
<- ଏବ୍ରି 2ଏବ୍ରି 4 ->