୧ ଆମେ ଜେନ୍ତିକି ସତ୍ଟାନେଅନି ବିନେ ନ ବେଗ୍ଲୁ, ସେଟାର୍ପାଇ ଆମେ ସୁନିରଇବା ସତ୍ ବାକିଅଟାନେ ଡାଁଟ୍ଅଇ ରଇବା ଦର୍କାର୍ । ୨ କାଇକେ ବଇଲେ ପୁର୍ବେ ପର୍ମେସର୍ ସରଗ୍ ଦୁତ୍ମନର୍ ଅନି ଜାନାଇ ଆଚେ, ସେଟା ସତ୍ ବଲି ପର୍ମାନ୍ ଅଇଆଚେ, ଜନ୍ ଲକ୍ମନ୍ ସେଟା ମାନତ୍ ନାଇ, ସେମନ୍ ଡଣ୍ଡ୍ ପାଇଆଚତ୍ । ୩ ତେବେ ଏନ୍ତାରି ରଇବା ବଡ୍ ମୁକ୍ତି ଆମେ ଏଲା କରିଦେଲେ କେନ୍ତି ରକିଆ ପାଇବାର୍ ଅଇସି ? ଏ ମୁକ୍ତିର୍ ବିସଇ ପର୍ତମେ ମାପ୍ରୁ ନିଜେ ଜାନାଇ ଆଚେ ଆରି ତାର୍ଟାନେଅନି ସୁନିରଇବା ଲକ୍ମନ୍ ତେଇର୍ ସତ୍ ଆମର୍ଟାନେ ପର୍ମାନ୍ କରି ଜାନାଇ ଆଚତ୍ । ୪ ସେମନ୍ ପର୍ମାନ୍ କଲାଟା ସତ୍ ବଲି ପର୍ମେସର୍ ମିସା ସାକିଦେଲା । କାଇକେବଇଲେ ସେ ସେମନ୍କେ, କେତେ ରକାମର୍ ଚିନ୍ ଆରି କାବାଅଇଜିବା କାମ୍ମନ୍, ନ ଗଟ୍ବା ଗଟ୍ନାମନ୍ କର୍ବାକେ ବପୁଦେଲା । ତାର୍ ମନ୍ କଲା ଇସାବେ ସୁକଲ୍ଆତ୍ମାର୍ ଦାନ୍ ମିସା ସେମନ୍କେ ବାଟାକରି ଦେଇ ରଇଲା ।
୫ ପର୍ମେସର୍ ନୁଆ ଜଗତ୍ ତିଆର୍ କର୍ସି । ଆରି ଆମେ ଜନ୍ ଜଗତର୍ କାତା କଇଲୁନି, ତେଇର୍ ସାସନ୍ କର୍ବାକେ, ସେ ସରଗର୍ ଦୁତ୍ମନ୍କେ ବାଚିକରି ମିସାଏ ନାଇ । ୬ କାଇକେ ବଇଲେ ଦରମ୍ସାସ୍ତରେ ଏନ୍ତି ଲେକାଅଇଆଚେ,
୧୧ ସେ ଆମ୍କେ ପାପେ ଅନି ସୁକଲ୍ କଲାଆଚେ । ଆରି ଆମେ ଜେ କି ସୁକଲ୍ ଅଇଆଚୁ, ଆରି ଜେ କି ଆମ୍କେ ସୁକଲ୍ କରିଆଚେ, ନର୍ଲକ୍ମନର୍ ଗଟେକ୍ ସେ ବାବା । ଏଟାର୍ଲାଗି ଜିସୁ ସେମନ୍କେ ବାଇବଇନି ବଲିକରି କଇବାକେ ଲାଜ୍ ଅଏ ନାଇ । ମାତର୍ ତାର୍ କୁଟୁମ୍ ବଲି ଡାକ୍ସି । ୧୨ ଜିସୁ ପର୍ମେସର୍କେ କଇଲା ଆଚେ,
୧୩ ସେ ଏନ୍ତାରି ମିସା କଇଲାଆଚେ,
୧୪ ଇତି ଜନ୍ ଲକ୍ମନ୍କେ ପିଲାମନ୍ ବଲି ଡାକ୍ଲାଇନି, ସେମନ୍ ବନି ମାଉଁସ୍ ରଇବା ଗାଗଡ୍ ସଙ୍ଗର୍ ଲକ୍ମନ୍ । ଜିସୁ ମିସା ସେମନର୍ ପାରା ଗଟେକ୍ ଗାଗଡ୍ ନେଲା ଆରି ତାକର୍ ଗୁନ୍ଚଲନ୍ତେଇ ମିସ୍ଲା । ତାର୍ ମରନର୍ ଲାଗି ସେ ମରନର୍ ଉପ୍ରେ ବପୁ ରଇବା ସଇତାନ୍କେ ପୁରାପୁରୁନ୍ ବାବେ ଆରାଇଲା । ୧୫ ଜନ୍ ଲକ୍ମନ୍ ମରନ୍କେ ଡରିକରି ରଇଲାଇ, ସେଟାର୍ ପାଇ ସେମନ୍ ଜନମେ ଅନି ଗତିଦାଙ୍ଗ୍ଡା ପାରା ଅଇରଇଲାଇ । ସେମନ୍କେ ସେ ମରନର୍ ଡଣ୍ଡେଅନି ମୁକ୍ଲାଇଲା । ୧୬ ଇତିଅନି ନିକ କରି ଜାନିଅଇଲାନି ଜେ, ସେ ସରଗର୍ ଦୁତ୍ମନ୍କେ ସାଇଜ କରେନାଇ । ତାର୍ ବାଦୁଲେ ଆମେ ଜନ୍ଲକ୍ମନ୍ କି ଅବ୍ରାଆମର୍ ବଁସର୍ ନାତିତିତି ବଲି ଏଜାଇଅଇଲୁନି, ସେ ଆମ୍କେ ସାଇଜ କଲାନି । ୧୭ ତେବର୍ ପାଇ ସେଟା ଦର୍କାର୍ ରଇଲା ଜେ ଆମେ ଜନ୍ଲକ୍ମନ୍କି ତାର୍ ବାଇବଇନି ଅଇଲୁଆଚୁ, ସେ ସମାନ୍ ଆମର୍ ପାରା ଅଇରଇବାକେ । ସେନ୍ତାର୍ ଆଲେ ସେ ଆମର୍ ପର୍ମେସର୍ ଟାନେ ରଇବା ସତ୍ସଙ୍ଗ୍ ଆରି ଦୟାସଙ୍ଗ୍ ରଇବା ବଡ୍ ପୁଜାରି । ସେ ଆମର୍ ବଡ୍ ପୁଜାରି ଅଇଲାକେ ଆମର୍ ପାପର୍ କେମା ଅଇଲା । ୧୮ ସେ ଦୁକ୍କସ୍ଟ ପାଇଲା ଆରି ପରିକା କରାଇ ଅଇଲା, ଏବେ ଆମେ ଜେତ୍କି ଲକ୍ ପରିକା କରାଇଅଇଲୁନି, ଆମ୍କେ ସବୁକେ ସାଇଜ କରିପାର୍ସି ।
<- ଏବ୍ରି 1ଏବ୍ରି 3 ->