୬ ଗଟେକ୍ ପୁଜାରି ଜେନ୍ତିକି ବେଦିଟାନେ ବଲି ଚଗାଇସି, ସେନ୍ତାରିସେ, ଏବେ ମର୍ ଜିବନ୍ ସର୍ପାଇ ଅଇବା ବେଲା କେଟିଆଚେ । ତାର୍ଲାଗି ଏ ସବୁ ଆଦେସ୍ ମୁଇ ତକେ ଦେଲିନି । ୭ ଆରାଜିତାଟାନେ ମୁଇ ନିକସଙ୍ଗ୍ ଜୁଇଦ୍ କଲିଆଚି । ଜେତ୍କି ପାଲାଇବାର୍ ରଇଲା ମୁଇ ନିକସଙ୍ଗ୍ ସାରାଇଲି । ଆରି ମୁଇ ମର୍ ବିସ୍ବାସ୍ ଆରାଇନାଇ । ୮ ଏବେ ସର୍ଗେ ମର୍ପାଇ ଜିତ୍ଲା ମୁକୁଟ୍ ସଙ୍ଗଇଆଚେ । ଏ ମୁକୁଟ୍ ପର୍ମେସରର୍ ମୁଆଟେ ମୁଇ ଦରମ୍ ସଙ୍ଗ୍ ଚଲାଚଲ୍ତି କଲାର୍ପାଇ ଆଚେ । ମାପ୍ରୁ ଜେ କି କାକେ ଅନିଆଇ ନ କରି ବିଚାର୍ କର୍ସି, ତାର୍ ବିଚାର୍ନା ଦିନେ ସେ ମୁକୁଟ୍ ମକେ ପୁରୁସ୍କାର୍ ଇସାବେ ଦେଇସି । ସେଟା ଅବ୍କା ମର୍ପାଇ ନାଇ, ମାତର୍ ଜେତ୍କି ଲକ୍ ସେ ବାଉଡି ଆଇବାଟା ଜାଗିଆଚତ୍, ସେମନ୍କେ ସବୁକେ ଦେଇସି ।
୯ ତିମତି, ଜେତେକ୍ ଦାପ୍ରେ ତୁଇ ମର୍ଲଗେ ଆଇବାକେ ଚେସ୍ଟା କର୍ । ୧୦ [~1~]କାଇକେବଇଲେ ଦିମା ଏବେ ମକେ ଚାଡିକରି ତେସଲନିକି ଗାଲାଆଚେ । ସେ ଏ ଜଗତର୍ ବିସଇ ଅଦିକ୍ ମନ୍ କଲାନି । କର୍ସିନ୍ ଗାଲାତିଆଇ ଗାଲା, ଆରି ତିତସ୍ ଦୁଲ୍ମତି ଗାଲା । ୧୧ [~2~]ଲୁକ୍ ଗଟେକ୍ ଲକ୍ସେ ମର୍ସଙ୍ଗ୍ ଆଚେ । ତୁଇ ଆଇଲାବେଲେ ମାର୍କକେ ତର୍ ସଙ୍ଗ୍ ଡାକିଆନ୍ । କାଇକେବଇଲେ ଇତି ରଇଲାବେଲେ ମର୍ କାମେ ସେ ସାଇଜ କର୍ସି । ୧୨ [~3~]ତିକିକସ୍କେ ମୁଇ ଏପିସିଅ ପାଟାଇଆଚି । ୧୩ [~4~]ତୟସ୍ ନଅର୍ ଚାଡ୍ଲାବେଲେ କର୍ପର୍ ଗରେ ମୁଇ ମର୍ ଅଡ୍ବାଟା ଚାଡିଆଚି । ତୁଇ ଆଇବାବେଲେ ସେଟା ଦାରିଆଉ । ଆରି ମର୍ ବଇପତର୍ମନ୍ ଆରି ଲଡାକେ ଆଇବା କାଗଜ୍ପତର୍ ମିସା ଦାରିଆଉ । ମେଣ୍ଡାର୍ ଚାମ୍ ସଙ୍ଗ୍ ତିଆର୍ ଅଇଲାଟା ଚାଡ୍ବାର୍ ନାଇ ।
୧୪ [~5~]କଁସ୍ କାମ୍ କରୁ ଆଲେକ୍ଜାଣ୍ଡେର୍ ମକେ ବେସି ଅନିଆଇ କରି ଆଚେ । ସେ କଲା କାମର୍ପାଇ ମାପ୍ରୁ ତାକେ ବେସି ଡଣ୍ଡ୍ ଦେଇସି । ୧୫ ତୁଇ ମିସା ତାର୍ଟାନେଅନି ଜାଗ୍ରତ୍ ରଅ । ସେ ଆମର୍ ସିକିଆ ଡାଟ୍ ସଙ୍ଗ୍ ବିରଦ୍ କରିରଇଲା ।
୧୬ ମୁଇ ପର୍ତୁମ୍ତର୍ ନିଜ୍କେ ରକିଆ କର୍ବାକେ ବିଚାର୍ନା ଜାଗାଇ ଗାଲାବେଲେ, ମର୍ବାଟେ ଅଇକରି ସାକି ଦେବାକେ କେ ନ ରଇଲାଇ । ତାର୍ ବାଦୁଲେ ସବୁଲକ୍ ମକେ ଚାଡିଦେଲାଇ । ଏ କାମର୍ପାଇ ସେମନ୍କେ ପର୍ମେସର୍ ଡଣ୍ଡ୍ ନ ଦେଅ । ୧୭ ସେ ବିଚାର୍ନା ଜାଗାଇ ଜେତ୍କି ଜିଉଦି ନ ଅଇଲା ଲକ୍ମନ୍ ରୁଣ୍ଡିରଇଲାଇ, ସେମନ୍କେ ସବୁକେ ଜିସୁକିରିସ୍ଟର୍ ସୁବ୍କବର୍ ଜେନ୍ତାରିକି ମୁଇ ପୁରାପୁରୁନ୍ ବାବେ ଜାନାଇପାର୍ବି, ସେଟାର୍ପାଇ ମାପ୍ରୁ ମର୍ସଙ୍ଗ୍ ରଇକରି ମକେ ବପୁଦେଲାଆଚେ । ସେ ବିଚାର୍ନାର୍ ସାରାସାରି ମକେ କାଇବାକେ ଆସିରଇବା ଗଟେକ୍ ସିଅଁର୍ ଟାନେଅନି ରକିଆ କଲାପାରା ମାପ୍ରୁ ରକିଆ କଲା । ୧୮ ବିପଦେ ପାକାଇବା ସବୁ ଗଟ୍ନାଇଅନି ମାପ୍ରୁ ଜିସୁ ମକେ ରକିଆ କରି, ସର୍ଗେ ରଇବା ତାର୍ ରାଇଜେ କାଇଟା ନ ଅଇତେ ଡାକିନେଇସି । କାଲ୍ କାଲ୍ ଜୁଗ୍ ଜୁଗ୍ ସେ ଆକା ଡାକ୍ପୁଟା ପାଅ । ଆମେନ୍ !
୧୯ [~6~]ପିର୍ସିଲାକେ ଆରି ଆକିଲାକେ ଜୁଆର୍ ଜାନାଆ । ଆରି ଅନିସିପରର୍ କୁଟୁମ୍କେ ମିସା ମର୍ ଜୁଆର୍ ଜାନାଆ । ୨୦ [~7~]ଏରାସ୍ତ କରନ୍ତିଅ ନଅରେ ଆଚେ । ଆରି ତର୍ପିମସ୍କେ ଜର୍ ଅଇଲାକେ ମୁଇ ତାକେ ମିଲିତି ଚାଡିଦେଇ ଆସିଆଚି । ୨୧ ତୁଇ ସିତ୍ଦିନ୍ ଅଇବା ଆଗ୍ତୁ ଆଇବାକେ ଚେସ୍ଟା କର୍ । ଇଉବୁଲ୍ ପୁଦେନ୍ସ୍, ଲିନ୍, କଲ୍ଦିଆ ଆରି ଇତିରଇବା ସବୁ ବିସ୍ବାସି ବାଇବଇନି ତକେ ଜୁଆର୍ ଜାନାଇଲାଇନି ।
୨୨ ପର୍ମେସର୍ ଜିବନ୍ ଦୁକାଇ ଦୟା କଲାଟା ତମର୍ ସଙ୍ଗ୍ ରଅ ।
✡୪:୧୦ ୪:୧୦ କଲସିଅ ୪:୧୪; ପିଲିମନ୍ ୧:୨୪; ୨ୟ କରନ୍ତିୟ ୮:୨୩; ଗାଲାତିୟ ୨:୩; ତିତସ୍ ୧:୪
✡୪:୧୧ ୪:୧୧ କଲସିଅ ୪:୧୪; ପିଲିମନ୍ ୧:୨୪; ପେରିତ୍ ୧୨:୧୨,୨୫;୧୩:୧୩;୧୫:୩୭-୩୯; କଲସିଅ ୪:୧୦; ପିଲିମନ୍ ୧:୨୪
✡୪:୧୨ ୪:୧୨ ପେରିତ୍ ୨୦:୪; ଏପିସିୟ ୬:୨,୨୨; କଲସିଅ ୪:୭,୮
✡୪:୧୩ ୪:୧୩ ପେରିତ୍ ୨୦:୬
✡୪:୧୪ ୪:୧୪ ୧ମ ତିମତି ୧:୨୦; ରମିୟ ୨:୬
✡୪:୧୯ ୪:୧୯ ପେରିତ୍ ୧୮:୨;୨ୟ ତିମତି ୧:୧୬,୧୭
✡୪:୨୦ ୪:୨୦ ପେରିତ୍ ୧୯:୨୨; ରମିୟ ୧୬:୨୩; ପେରିତ୍ ୨୦:୪;୨୧:୨୯