1 ମୁୟ୍ଁ ସିଙ୍ଗାସଣେ ବଃସ୍ଲା ଲକାର୍ ବୁଜ୍ଣି ଆତେ ଗଟେକ୍ ହଃର୍ନା ପୁସ୍ତକ୍ ଦଃକ୍ଲେ, ସେରି ଦୁୟ୍ ବାଟ୍ୟା ଲେକା ଅୟ୍ଲାର୍ ଆର୍ ସାତ୍ ଗଟ୍ ମୁଦ୍ରା ମାରା ଅୟ୍ଆଚେ । 2 ଆର୍ ମୁୟ୍ଁ ଗଟେକ୍ ବଃଡେ ସଃକାତାର୍ ଦୁତ୍ ଦଃକ୍ଲେ, ସେ ବଃଡ୍ ଟଣ୍ଡେ ପର୍ଚାର୍ କଃରି କଃଉତି ରିଲା, “କେ ଇ ମୁଦ୍ରା ସଃବୁ ବାଙ୍ଗାୟ୍ ପୁସ୍ତକ୍ ଇଟାଉଁକ୍ ଜୟ୍ଗ୍ ?” 3 ମଃତର୍ ସଃର୍ଗ୍, ହୁର୍ତିବିଏ ଆର୍ ହଃତାଳେ[a] କେ ସେ ପୁସ୍ତକ୍ ଇଟାଉଁକ୍ କି ସେରି ଦଃକୁକ୍ ଜୟ୍ଗ୍ ନୟ୍ଲାୟ୍ । 4 ସେ ପୁସ୍ତକ୍ ଇଟାଉଁକ୍ କି ସେରି ଦଃକୁକ୍ ଜୟ୍ଗ୍ କେ ନଃମିଳ୍ଲାକ୍ ମୁୟ୍ଁ ବେସି କାନ୍ଦ୍ଲେ । 5 ସେତାକ୍ ପାରାଚିନ୍ମଃନାର୍ ବିତ୍ରେହୁଣି ଗଟେକ୍ ଲକ୍ ମକ୍ କୟ୍ଲା, “କାନ୍ଦ୍ ନାୟ୍, ଦଃକ୍, ଜେ ଜିଉଦା ବଃଉଁସେ ଜଃଲମ୍ ସିମାବାଗ୍ ଆର୍ ଦାଉଦାର୍ ମୁଳ୍, ସେ ପୁସ୍ତକାର୍ ସାତ୍ଗଟ୍ ମୁଦ୍ରା ବାଙ୍ଗି, ସେରି ଇଟାଉଁକ୍ ଜିଣି ଆଚେ ।”
6 ସଃଡେବଃଳ୍ ମୁୟ୍ଁ ଦଃକ୍ଲେ, ସିଙ୍ଗାସଣ୍, ଚାରିଜଃତୁ ଆର୍ ପାରାଚିନ୍ମଃନାର୍ ମଃଜାୟ୍ ଗଟେକ୍ ମେଣ୍ଡା ହିଲା ଟିଆ ଅୟ୍ଆଚେ, ସେ ମଃରି ଉଟ୍ଲା ହର୍ ଡିସ୍ତିରିଲା, ତାର୍ ସାତ୍ଗଟ୍ ସିଙ୍ଗ୍ ଆର୍ ସାତ୍ଗଟ୍ ଆକି; ସେ ସଃବୁ ଆକି ସଃବୁ ହୁର୍ତିୟେ ହଃଟାୟ୍ଲା ଇସ୍ୱରାର୍ ସାତ୍ଗଟ୍ ଆତ୍ମା । 7 ସେ ମେଣ୍ଡାହିଲା ଆସି ସିଙ୍ଗାସଣେ ବଃସିରିଲା ଲକାର୍ କାତା ଆତେ ହୁଣି ସେ ପୁସ୍ତକ୍ ନିଲା । 8 ସେ ପୁସ୍ତକ୍କେ ନିଲା ଦାହ୍ରେ ସେ ଚାରିଜିବ୍ ଆର୍ ଚବିସ୍ ପାରାଚିନ୍ ମେଣ୍ଡା ହିଲାର୍ ମୁୟେ ମୁଣ୍ଡିଆ ମାର୍ଲାୟ୍; ସେମଃନାର୍ ସଃବ୍କାର୍ ଆତେ ବିଣା ଆର୍ ଦଃର୍ମିମଃନାର୍ ପାର୍ତ୍ନା ହର୍ ଦୁହ୍ଣି ତଃୟ୍ ହୁର୍ନ୍ ଅୟ୍ଲା ସନାର୍ କପା ରିଲି । 9 ସେମଃନ୍ ଗଟେକ୍ ନଃଉଆଁ ଗିତ୍ କୟ୍କଃରି କୟ୍ଲାୟ୍,
11 ତାର୍ହଃଚେ ମୁୟ୍ଁ ଦଃକ୍ଲେ, ଆରେକ୍ ସିଙ୍ଗାସଣ୍, ଜିବ୍ଜଃତୁ ଆର୍ ପାରାଚିନ୍ମଃନାର୍ ଚାରିବାଟ୍ୟା ଗାଦାଗାଦା ଦୁତ୍ମଃନାର୍ ଟଣ୍ଡ୍ ସୁଣ୍ଲେ; ସେମଃନ୍ ଅଃଜାର୍ ଅଃଜାର୍ ଆର୍ ଲାକ୍ ଲାକ୍ ରିଲାୟ୍ । 12 ସେମଃନ୍ ବଃଡ୍ ଟଣ୍ଡେ କଃଉତି ରିଲାୟ୍,
Languages